ଭାରତରେ ନୂଆ ଟ୍ରାଭେଲ ଗାଇଡଲାଇନ :
ଯେଉଁ ଯାତ୍ରୀମାନେ ଅଧିକ ବିପଦପୂର୍ଣ ବା ଓମିକ୍ରୋନ ଭାରିଏଣ୍ଟ ଦ୍ବାରା ସଂକ୍ରମଣଶୀଳ ଦେଶରୁ ଆସିଥିବେ ,ଭାରତରେ ପହଞ୍ଚିଲା ପରେ ବିମାନ ବନ୍ଦରେ ସେମାନଙ୍କର କୋଭିଡ଼ ପରିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଅଧିକ ବିପଦପୂର୍ଣ ଦେଶ ଗୁଡିକ ମଧ୍ୟରେ ଅଛନ୍ତି ୟୁରୋପ ,ଇଂଲଣ୍ଡ ,ଦକ୍ଷିଣ ଆଫ୍ରିକା ,ବ୍ରାଜିଲ ,ବାଂଲାଦେଶ,ଚିନ ,ମରିଷଷ ,ନୁଜଲାଣ୍ଡ ,ଇଜରାଇଲ ।
ଭାରତରୁ ଅନ୍ତର୍ଜାତୀୟ ବଣିଜ୍ୟକ ଉଡ଼ାଣ ପୁଣି କେବେ ଠାରୁ ଆରମ୍ଭ ହେବ ,ବିଶ୍ବ ର ଦୃଶକୁ ଦେଖି ସରକାର ପୁନଃ ସମୀକ୍ଷା କରିବେ। ବାହାରୁ ଆସିଥିବା ଯତ୍ରୟମାନେ ଗତ ୧୪ ଦିନ ଭିତରେ କୁଆଡେ ଗସ୍ତ କରିଥିଲେ କି ନାହି ତାହାର ବିବରଣୀ ଦେବା ସହ ଏୟାର ସୁଭିଦା ପୋର୍ଟାଲ ରେ ନିଜର ନେଗେଟିଭ RTPCR ରିପୋର୍ଟ୍ ଦାଖଲ କରିବେ । ଟେଷ୍ଟ ନେଗେଟିଭ ହେଲେ ମଧ୍ୟ ୭ ଦିନ ଆତ୍ମସମୀକ୍ଷା ମଧ୍ୟରେ ରହିବାକୁହେବା । ୮ ମ ଦିନ ପୁଣି ପରୀକ୍ଷା ହେବ ନେଗେଟିଭ ହେଲେ ଆସିବାକୁ ଦିଆଯିବ । ପଜିଟିଭ ହେଲେ ଆଉ ୭ ଦିନ ଆତ୍ମସମୀକ୍ଷା ରେ ରଖାଯିବ ।
Comments
Post a Comment